ଋଣ ବୋଝ ଯୋଗୁଁ ଗୋଟିଏ ସପ୍ତାହରେ ଦୁଇ ଦୁଇ ଜଣ ଦେକାନୀଙ୍କ ଆତ୍ମହତ୍ୟା ଅଭିଯୋଗ । ବିଏମସିର ମନମୁଖୀ ଉଚ୍ଛେଦକୁ ବିରୋଧ କରୁଛନ୍ତି ବ୍ୟବସାୟୀ । ଲୋନ ସୁଝିବା ପାଇଁ ବେପାର କରିବାକୁ ପଡିବ,ହେଲେ ବେପାର କରିବା ପାଇଁ ବିଏମସି ସୁଯୋଗ ଦେଉନାହିଁ । ଯାହା ଫଳରେ ଲୋନ ସୁଝି ନପାରି ଆତ୍ମହତ୍ୟା କରୁଛନ୍ତି ଦୋକାନୀ ବୋଲି ଅଭିଯୋଗ ଆସିଛି ।
#suicide #BMC #loan #traded #debt #business #Odisha #ArgusNews